Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

IPLରେ ବେଟିଂ ଅଭିଯୋଗରେ ଜଣେ ଗିରଫ, ମୋବାଇଲ ଓ ଟଙ୍କା ଜବତ

20/10/2020 at 9:50 AM

କଳାହାଣ୍ଡି ୨୦।୧୦:  ଏବେ ଆଇପିଏଲ୍‌ ୧୩ତମ ସିଜିନ୍‌ ଜାରି ରହିଛି । ତେବେ ଆଇପିଏଲ୍‌ରେ ବେଟିଂ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଜୁନାଗଡ଼ ପୋଲିସ । ଆଇପିଏଲ୍‌ରେ ବେଟିଂ ଅଭିଯୋଗରେ ଜୁନାଗଡ଼ ଥାନା ପୋଲିସ ଅଜୟ ମେହେର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ  ପରେ ଅଭିଯୁକ୍ତ ନିକଟରୁ ୩୪୫୦ଟଙ୍କା ସହ ମୋବାଇଲ୍‌ ଫୋନ୍‌ ଜବତ କରିଛି ।

   Related Posts