Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମଞ୍ଚେଶ୍ବର ବରିମୁଣ୍ଡ ଅଞ୍ଚଳରୁ ବ୍ୟାଙ୍କ ଲୁଟ୍ ଘଟଣା, ଲୁଟେରା ଟୁନା ଜେନା ଗିରଫ

5/10/2020 at 9:09 AM

ଭୁବନେଶ୍ୱର ୦୫।୧୦: ପୋଲିସ ହାତରେ ବ୍ୟାଙ୍କ ଲୁଟେରା । ମଞ୍ଚେଶ୍ବର ବରିମୁଣ୍ଡ ଅଞ୍ଚଳରୁ ବ୍ୟାଙ୍କ ଲୁଟ୍ ଘଟଣା । ଲୁଟେରା ଟୁନା ଜେନାକୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍ । ଗତ ୨୮ ତାରିଖରେ ମଞ୍ଚେଶ୍ୱର ବରିମୁଣ୍ଡ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ଲୁଟ୍ ହୋଇଥିଲା । ବନ୍ଧୁକ  ମୁନରେ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ପୂର୍ବରୁ ମଧ୍ୟ ଇନଫୋସିଟି ଥାନା ଅଞ୍ଚଳ ଏକ ବ୍ୟାଙ୍କରୁ ଲୁଟ୍‌ କରିଥିଲା ଟୁନା

   Related Posts