ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

କଳାହାଣ୍ଡିରେ ମୃତଦେହ ରଖି ରାସ୍ତାରେ।କ ; ଦାବି ପୂରଣ ନହେଲା ଯାଏଁ ରାସ୍ତାରେ।କ ଚାଲିବା ନେଇ ଚେତାବନୀ

5/09/2018 at 9:57 AM

କଳାହାଣ୍ଡି ୫|୯: ମୃତଦେହ ରଖି ରାସ୍ତାରେ।କ । ପେ।ଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତେ।ଷ ପ୍ରକାଶ କରି ରାସ୍ତାରେ।କ୍ । କଳାହାଣ୍ଡି ରଣମାଲ ୨୬ ନମ୍ବର ଜାତୀୟ ରାଜପଥରେ ମୃତଦେହ ରଖି ପରିବାର ଲୋକେ ଓ ଗ୍ରାମବାସୀ ରାସ୍ତା ଅବରେ।ଧ କରିଛନ୍ତି । ଫଳରେ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେ।ଇଛି । ଗତ ୨୯ ରଣମାଲ ଶ୍ୟାମସୁନ୍ଦର ଦୁର୍ଗାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଭୁବନେଶ୍ବରର ଏକ ଘରେ।ଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେ।ଇଥିଲା । ଏନେଇ ଜୟପାଟଣା ଥାନାରେ ଏତଲା ଦେଇଥିଲେ ପରିବାର ଲେ।କେ । ହେଲେ ଅଜଣା ଗାଡି ଓ ମାଲିକକୁ ଧରିବାରେ ବିଫଳ ହୋଇଛି ପେ।ଲିସ । ଯାହାକୁ ନେଇ ମୃତଦେହ ରଖି ରାସ୍ତାରେ।କ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଦାବି ପୂରଣ ନହେବା ଯାଏଁ ରାସ୍ତାରେ।କ ଚାଲିବ ବେ।ଲି କହିଛନ୍ତି ଆନ୍ଦେ।ଳନକାରୀ ।

   Related Posts