କଳାହାଣ୍ଡିରେ ମୃତଦେହ ରଖି ରାସ୍ତାରେ।କ ; ଦାବି ପୂରଣ ନହେଲା ଯାଏଁ ରାସ୍ତାରେ।କ ଚାଲିବା ନେଇ ଚେତାବନୀ

Published By : Prameya-News7 Bureau | September 05, 2018 IST

କଳାହାଣ୍ଡି ୫|୯: ମୃତଦେହ ରଖି ରାସ୍ତାରେ।କ । ପେ।ଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତେ।ଷ ପ୍ରକାଶ କରି ରାସ୍ତାରେ।କ୍ । କଳାହାଣ୍ଡି ରଣମାଲ ୨୬ ନମ୍ବର ଜାତୀୟ ରାଜପଥରେ ମୃତଦେହ ରଖି ପରିବାର ଲୋକେ ଓ ଗ୍ରାମବାସୀ ରାସ୍ତା ଅବରେ।ଧ କରିଛନ୍ତି । ଫଳରେ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେ।ଇଛି । ଗତ ୨୯ ରଣମାଲ ଶ୍ୟାମସୁନ୍ଦର ଦୁର୍ଗାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଭୁବନେଶ୍ବରର ଏକ ଘରେ।ଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେ।ଇଥିଲା । ଏନେଇ ଜୟପାଟଣା ଥାନାରେ ଏତଲା ଦେଇଥିଲେ ପରିବାର ଲେ।କେ । ହେଲେ ଅଜଣା ଗାଡି ଓ ମାଲିକକୁ ଧରିବାରେ ବିଫଳ ହୋଇଛି ପେ।ଲିସ । ଯାହାକୁ ନେଇ ମୃତଦେହ ରଖି ରାସ୍ତାରେ।କ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଦାବି ପୂରଣ ନହେବା ଯାଏଁ ରାସ୍ତାରେ।କ ଚାଲିବ ବେ।ଲି କହିଛନ୍ତି ଆନ୍ଦେ।ଳନକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.