ଗାଈ ଆଣିବାକୁ ଯାଇ ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | March 29, 2020 IST

ଖୋର୍ଦ୍ଧା ୨୯।୦୩: ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ସାନପଦର ପଞ୍ଚାୟତ ସାନପଦର ଗ୍ରାମର  କୁମର ପରିଡା(୫୩)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ପୂର୍ବାହ୍ନରେ ବିଲରେ ଚରୁଥିବା ଗାଈଙ୍କୁ ଘରକୁ ଆଣିବା  ପାଇଁ  ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ତୁରନ୍ତ ତାଙ୍କୁ ରାଜସୁନାଖଳା  ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.