Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବ୍ରଜପାତରେ ଜଣେ ମୃତ, ଜଳିଗଲା ୪ ବଖରା ଘର

18/06/2019 at 6:46 PM

ମହାକାଳପଡା୧୮|୬: କେନ୍ଦ୍ରାପଡା ଜିଲ୍ଲା  ତନ୍ତିଆପାଳ ଥାନା ଭୋପାଳ ଗ୍ରାମରେ ବ୍ରଜପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି ।ମୃତ ଚାଷୀ ହେଲେ ୪୫ ବର୍ଷ ବୟସ୍କ ନିତ୍ୟାନନ୍ଦ ଦାସ । ବିଲରେ ଧାନ ବିହନ ପକାଉଥିବାବଳେ ବ୍ରଜପାତ୍ର ଘଟି ମୃତ୍ୟୁ ଘଟିଥିଲା ।

ସେହିପରି ବ୍ରଜପାତରେ ମହାକାଳପଡା ବ୍ଲକ ବଉଳକଣି ପଂଚାୟତର ଆମ୍ବବେଲାରି ଗ୍ରାମର ମାନୁ ମଣ୍ଡଳଙ୍କ  ଜଳିଗଲା ୪ବଖରା ଘର । ତେବେ ଅଳ୍ପକେ ବର୍ତି ଯାଇଛନ୍ତି ପରିବାର ଲୋକ । ଆଜି ମଧ୍ୟାହ୍ନରେ ଖାଉଥିବା ବଳେ ଘଟିଥିଲା ବ୍ରଜପାତ୍ର । ଜୀବନ ବିକଳରେ ଦୁଇ ପିଲାଙ୍କୁ ଧରି ରାସ୍ତା ଉପରକୁ ଆସିଥିଲେ ମାନୁ ମଣ୍ଡଳ ।

   Related Posts