Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆକ୍ରମଣରେ ଜଣେ ମୃତ

ପଟ୍ଟାମୁଣ୍ଡାଇ : କୁମ୍ଭୀର ଆକ୍ରମଣରେ ବୃଦ୍ଧ ମୃତ । ମୃତକ ହେଲେ ବଜ୍ରପୁର ଗାଁ ର ବନମାଳୀ ମହାନ୍ତି । ତାଙ୍କ ବୟସ ୬୫ ବର୍ଷ । ଗତକାଲି ଠାରୁ  ନିଖୋଜ ଥିଲେ ବନମାଳୀ । ଆଜି ବ୍ରାହ୍ମଣୀ ନଦୀ ପଠାରୁ ତାଙ୍କ କ୍ଷତାକ୍ତ ମୃତ ଦେହ ମିଳିଛି ।

223 Views

   ସମ୍ବନ୍ଧିତ ଖବର