ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆକ୍ରମଣରେ ଜଣେ ମୃତ

Published By : Prameya-News7 Bureau | April 17, 2019 IST

ପଟ୍ଟାମୁଣ୍ଡାଇ : କୁମ୍ଭୀର ଆକ୍ରମଣରେ ବୃଦ୍ଧ ମୃତ । ମୃତକ ହେଲେ ବଜ୍ରପୁର ଗାଁ ର ବନମାଳୀ ମହାନ୍ତି । ତାଙ୍କ ବୟସ ୬୫ ବର୍ଷ । ଗତକାଲି ଠାରୁ  ନିଖୋଜ ଥିଲେ ବନମାଳୀ । ଆଜି ବ୍ରାହ୍ମଣୀ ନଦୀ ପଠାରୁ ତାଙ୍କ କ୍ଷତାକ୍ତ ମୃତ ଦେହ ମିଳିଛି ।

{"id":104499}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.