ହାଇଓ୍ବା ଧକ୍କାରେ ଜଣଙ୍କର ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Published By : Prameya-News7 Bureau | July 14, 2019 IST

କରଞ୍ଜିଆ ୧୪|୭: ହାଇୱା ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା କରଞ୍ଜିଆ ଜାତୀୟ ରାଜପଥ ୪୯ ଫାଣ୍ଡି ପୁହାଣ ଛକରେ ଦୁର୍ଘଟଣା ଘଟିଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ନନ୍ଦରା ଗାଁର ରାସବିହାରୀ ମାହନ୍ତ । ସେ ବାରିପଦାରୁ ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ଫଳରେ ବାରିପଦା-କେନ୍ଦୁଝର ଗମନାଗମନ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.