ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଯୁବକ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 25, 2019 IST

ଜୟପୁର୨୫|୯: ପାଇଖାନା ଟାଙ୍କିରେ ଶ୍ବାସ ରୁଦ୍ଧ ହୋଇ ଜଣେ ମୃତ ଓ ଜଣେ ଗୁରୁତର। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡରେ। ମୃତକ ଜଣଙ୍କ ହେଲେ ୨୫ ବର୍ଷିୟ ପଦ୍ମନ ଚାଲାଣ। ଗୁରୁତର ଡମ୍ବରୁଧର ମାଝୀଙ୍କୁ ପ୍ରଥମେ କୋଟପାଡ ଓ ପରେ କୋରାପୁଟସ୍ଥିତ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

{"id":162403}

ଏହି ଦୁଇ ଜଣଙ୍କ ଘର ଵାସୁଲି ନିକଟସ୍ଥ କଣ୍ଟାସରି ଗୁଡାରେ। ଏମାନେ ଦିନ ମଜୁରିଆ ଭାବେ କୋଟପାଡର ଜଣେ ଲୋକଙ୍କ ନୂଆଁ ପାଇଖାନାର ସ୍ଳାପ ଖୋଲୁଥିବା ସମୟରେ ଏହି ଅଘଟଣ ଘଟିଛି।

{"id":162404}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.