Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଯୁବକ ମୃତ, ଜଣେ ଗୁରୁତର

25/09/2019 at 1:51 PM

ଜୟପୁର୨୫|୯: ପାଇଖାନା ଟାଙ୍କିରେ ଶ୍ବାସ ରୁଦ୍ଧ ହୋଇ ଜଣେ ମୃତ ଓ ଜଣେ ଗୁରୁତର। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡରେ। ମୃତକ ଜଣଙ୍କ ହେଲେ ୨୫ ବର୍ଷିୟ ପଦ୍ମନ ଚାଲାଣ। ଗୁରୁତର ଡମ୍ବରୁଧର ମାଝୀଙ୍କୁ ପ୍ରଥମେ କୋଟପାଡ ଓ ପରେ କୋରାପୁଟସ୍ଥିତ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଏହି ଦୁଇ ଜଣଙ୍କ ଘର ଵାସୁଲି ନିକଟସ୍ଥ କଣ୍ଟାସରି ଗୁଡାରେ। ଏମାନେ ଦିନ ମଜୁରିଆ ଭାବେ କୋଟପାଡର ଜଣେ ଲୋକଙ୍କ ନୂଆଁ ପାଇଖାନାର ସ୍ଳାପ ଖୋଲୁଥିବା ସମୟରେ ଏହି ଅଘଟଣ ଘଟିଛି।

   Related Posts