Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରାକ୍ଟରରୁ ଛିଡିଗଲା ମାଲ ବୋଝେଇ ଡାଲା; ଜଣେ ମୃତ, ଦୁଇ ଆହତ

10/04/2019 at 7:08 PM

ବୌଦ୍ଧ୧୦|୪; ବୌଦ୍ଧ ଜିଲ୍ଲା ଚାରିଛକ-ଫୁଲବାଣୀ ରାସ୍ତାର ରାଣୀପଥର ନିକଟରେ ଟ୍ରାକ୍ଟରରୁ ଛିଡିଲା ଡାଲା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଫୁଲବାଣୀ ବିଲବାଡ଼ି ଗ୍ରାମର ନାରାୟଣ ।

ଗୁରୁତର ହେଲେ ରଞ୍ଜନ କହଁର ଓ ମାନସ କହଁର ।ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚାରିଛକରୁ ବିଲବାଡ଼ିକୁ ସିମେଣ୍ଟ ଓ ଛଡ଼ ଵୋଝେଇ ହୋଇଯାଉଥିବା ବେଳେ ଘଟିଥିଲା ଅଘଟଣ ।

   Related Posts