ଟ୍ରାକ୍ଟରରୁ ଛିଡିଗଲା ମାଲ ବୋଝେଇ ଡାଲା; ଜଣେ ମୃତ, ଦୁଇ ଆହତ

Published By : Prameya-News7 Bureau | April 10, 2019 IST

ବୌଦ୍ଧ୧୦|୪; ବୌଦ୍ଧ ଜିଲ୍ଲା ଚାରିଛକ-ଫୁଲବାଣୀ ରାସ୍ତାର ରାଣୀପଥର ନିକଟରେ ଟ୍ରାକ୍ଟରରୁ ଛିଡିଲା ଡାଲା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଫୁଲବାଣୀ ବିଲବାଡ଼ି ଗ୍ରାମର ନାରାୟଣ ।

{"id":102164}

ଗୁରୁତର ହେଲେ ରଞ୍ଜନ କହଁର ଓ ମାନସ କହଁର ।ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚାରିଛକରୁ ବିଲବାଡ଼ିକୁ ସିମେଣ୍ଟ ଓ ଛଡ଼ ଵୋଝେଇ ହୋଇଯାଉଥିବା ବେଳେ ଘଟିଥିଲା ଅଘଟଣ ।

{"id":102165}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.