ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ-ବାଇଡେନ ଆଲୋଚନା : ଭାରତର କରୋନା ମୁକାବିଲାକୁ ପ୍ରଶଂସା କଲେ ୟୁଏସ ରାଷ୍ଟ୍ରପତି
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୭୫ କରୋନା ପଜିଟିଭ୍
  • ||
  • ମଙ୍ଗଳବାରଠୁ ଗ୍ରାଁପ୍ରି-୪ : ଇଭେଣ୍ଟରେ ଭାଗନେବେ ବିଭିନ୍ନ ରାଜ୍ୟର ଖେଳାଳି
  • ||
  • ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିଲେ, ରାସ୍ତାରେ ଧକ୍କା ଦେଲା ଟ୍ରକ୍ : ୬ ମୃତ
  • ||
  • ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
  • ||
  • ଶିଖର ଧାଓ୍ୱନଙ୍କୁ ଦଳରେ ମିଳିଲାନି ଜାଗା : ପ୍ରଶ୍ନ ଉଠାଇଲେ ସୁରେଶ ରାଇନା
  • ||
  • ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦୀ
  • ||
  • ରାଜ୍ୟରେ କମିବ ତାତି, ଭିଜାଇବ କାଳବୈଶାଖୀ ବର୍ଷା
  • ||

ଝାରସୁଗୁଡ଼ା ବାଗଡିହିରେ ବିଦେଶୀ ମଦ ଦୋକାନ ଉପରେ ଚଢାଉ ; ଜଣେ ଅଟକ

20/10/2018 at 5:50 PM

ଝାରସୁଗୁଡା ୨୦|୧୦: ଝାରସୁଗୁଡ଼ା ବାଗଡିହିରେ ବିଦେଶୀ ମଦ ଦୋକାନ ଉପରେ ଚଢାଉ ହୋଇଛି ।  ମଦ ଦୋକାନରେ ଚଢ଼ାଉ କରିଛି ଲଇକେରା ଥାନା ପୋଲିସ । ଦୋକାନରୁ ୧୩ ପେଟି ନକଲି ବିଦେଶୀ ମଦ ଜବତ ହୋଇଛି । ଖାଲି ବୋତଲ, ଠିପି, ଅନ୍ୟାନ୍ୟ ମଦ ପ୍ୟାକିଂ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି । ଘଟଣାରେ ଜଣେ ଅଟକ ରଖିଛି ପୋଲିସ ।

   Related Posts