ଝାରସୁଗୁଡ଼ା ବାଗଡିହିରେ ବିଦେଶୀ ମଦ ଦୋକାନ ଉପରେ ଚଢାଉ ; ଜଣେ ଅଟକ

Published By : Prameya-News7 Bureau | October 20, 2018 IST

ଝାରସୁଗୁଡା ୨୦|୧୦: ଝାରସୁଗୁଡ଼ା ବାଗଡିହିରେ ବିଦେଶୀ ମଦ ଦୋକାନ ଉପରେ ଚଢାଉ ହୋଇଛି ।  ମଦ ଦୋକାନରେ ଚଢ଼ାଉ କରିଛି ଲଇକେରା ଥାନା ପୋଲିସ । ଦୋକାନରୁ ୧୩ ପେଟି ନକଲି ବିଦେଶୀ ମଦ ଜବତ ହୋଇଛି । ଖାଲି ବୋତଲ, ଠିପି, ଅନ୍ୟାନ୍ୟ ମଦ ପ୍ୟାକିଂ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି । ଘଟଣାରେ ଜଣେ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.