ଭୁବନେଶ୍ବର୮/୫: ଭୁବନେଶ୍ବରରେ ଚିହ୍ନଟ କରେ।ନ। ଆକ୍ର।ନ୍ତଙ୍କ ମଧ୍ୟରୁ ଜଣେ ବିରିୟ।ନି ଡେଲିଭରି ବୟ ଥିବ। ଜଣ।ପଡିଛି। ଡେଲିଭରି ବୟ ଜଣକ ଭୁବନେଶ୍ୱର ଚକେଇଶିଆଣି ଅଂଚଳର। କରୋନ। ପଜିଟିଭ୍ ବ।ହ।ରିବ। ପରେ ତ।ଙ୍କୁ ତୁରନ୍ତ ଆଇସୋଲେସନ୍ରେ ଭର୍ତ୍ତି କର।ଯ।ଇଛି। ସ୍ବ।ସ୍ଥ୍ୟ ବିଭ।ଗର ଟିମ୍ ଓ ମଞ୍ଚେଶ୍ବର ପୁଲିସ ଡେଲିଭରି ବୟଙ୍କ ଘରେ ପହଞ୍ଚି ଆକ୍ର।ନ୍ତଙ୍କ ପରିବ।ରର ଅନ୍ୟ ସଦସ୍ୟମ।ନଙ୍କର ସ୍ବ।ବ୍ ସଂଗ୍ରହ କରିଛି । ବିରିୟ।ନି ଡେଲିଭରି ବୟ କରୋନ। ଆକ୍ର।ନ୍ତ ଜଣ।ପଡ଼ିବ। ପରେ ଚିନ୍ତ। ଆହୁରି ବଢ଼ି ଯ।ଇଛି।
କିଛି ଦିନ ବ୍ୟବଧ।ନ ପରେ ର।ଜଧ।ନୀ ଭୁବନେଶ୍ବରରେ ୩ କରୋନ। ଆକ୍ର।ନ୍ତ ଚିହ୍ନଟ ହେବ। ପରେ ପୁଣି ଆତଙ୍କ ଖେଳି ଯ।ଇଛି। ସବୁଠୁ ବଡ଼ କଥ। ହେଲ। ମଞ୍ଚେଶ୍ବରରେ ଚିହ୍ନଟ ହୋଇଥିବ। କରୋନ। ଆକ୍ର।ନ୍ତ ଜଣେ ବିରିଆନି ଡେଲିଭରି ବୟ ବୋଲି ଜଣ।ପଡ଼ିଛି। କରୋନ। ପଜିଟିଭ୍ ବ।ହ।ରିବ। ପରେ ତ।ଙ୍କୁ ତୁରନ୍ତ ଆଇସୋଲେସନ୍ରେ ଭର୍ତ୍ତି କର।ଯ।ଇଛି। ସ୍ବ।ସ୍ଥ୍ୟ ବିଭ।ଗର ଟିମ୍ ସ୍ଥ।ନୀୟ ମଞ୍ଚେଶ୍ବର ପୁଲିସ ଡେଲିଭରି ବୟଙ୍କ ଘରେ ପହଞ୍ଚିଥିଲ।
ଆକ୍ର।ନ୍ତଙ୍କ ପରିବ।ରର ଅନ୍ୟ ସଦସ୍ୟମ।ନଙ୍କର ସ୍ବ।ବ୍ ସଂଗ୍ରହ କର।ଯ।ଇଥିବ। ଜଣ।ପଡ଼ିଛି। ବିରିୟ।ନି ଡେଲିଭରି ବୟ କରୋନ। ଆକ୍ର।ନ୍ତ ଜଣ।ପଡ଼ିବ। ପରେ ଚିନ୍ତ। ଆହୁରି ବଢ଼ି ଯ।ଇଛି। ସେ କେଉଁଠି କେଉଁଠି ବିରିୟ।ନି ଡେଲିଭରି କରିଛନ୍ତି, କେଉଁଠି କେଉଁଠିକି ଯ।ଇଛନ୍ତି ସେ ନେଇ କଣ୍ଟ।କ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି। ଡେଲିଭରି ବୟ କରୋନ। ପୋଜିଟିଭ ବ।ହ।ରିବ। ପରେ ସେମ।ନେ କରୁଥିବ। ଡେଲିଭରି ବେଳେ ସତର୍କତ। ଅବଲମ୍ବନ କରୁନଥିବ। ସନ୍ଦେହ କର।ଯ।ଉଛି। ସେପଟେ ବିଭିନ୍ନ ଫୁଡ ଡେଲିଭରି ସଂସ୍ଥ।ର କର୍ମଚ।ରୀ ସବୁ ସତର୍କତ। ନେଉଥିବ। କହିଛନ୍ତି।
ସମ୍ପୃକ୍ତ ବିରିୟ।ନି ଡେଲିଭରି ବୟ ପଟିଆରେ ଥିବ। ଏକ ବିରିୟ।ନି ବିକ୍ରି କରୁଥିବ। ସଂସ୍ଥ।ରେ କ।ମ କରନ୍ତି। ପରିବ।ର ସହ ମଞ୍ଚେଶ୍ବର ଚକେଇସିଆଣୀରେ ଭଡ଼।ରେ ରହୁଥିଲେ। ବିଶେଷକରି ସେ ସୂର୍ଯ୍ୟନଗର ଅଞ୍ଚଳରେ ବିରିୟ।ନି ଡେଲିଭରି କରନ୍ତି। ଗତ କିଛିଦିନ ତଳେ ତ।ଙ୍କ ଶରୀରରେ ଥଣ୍ଡ।, କ।ଶ ଭଳି କିଛି ଲକ୍ଷଣ ଦେଖ। ଦେଇଥିଲ।। ଏ ନେଇ ସେ ଟୋଲ୍ ଫ୍ରି ନମ୍ବର ୧୦୪କୁ ଫୋନ୍ କରି ଜଣ।ଇଥିଲେ। ଏହ। ପରେ ସମ୍ପୃକ୍ତ ଡେଲିଭରି ବୟଙ୍କର ସ୍ବ।ବ୍ ଟେଷ୍ଟ କର। ଯ।ଇଥିଲ।। ଆଜି ପଜିଟିଭ୍ ଆସିବ। ପରେ ତ।ଙ୍କୁ ତୁରନ୍ତ ଆଇସୋଲେସନରେ ଭର୍ତ୍ତି କର।ଯ।ଇଛି। ସୂର୍ଯ୍ୟନଗର ଅଞ୍ଚଳରେ ବିରିୟ।ନି ଡେଲିଭରି କରୁଥିବ।ରୁ ସମ୍ପୃକ୍ତ ବ୍ୟକ୍ତି ସେଠ।ରୁ କରୋନ। ସଂକ୍ରମିତ ହୋଇଥ।ଇ ପ।ରନ୍ତି ବୋଲି ଅନୁମ।ନ କର।ଯ।ଉଛି।
ଏ ନେଇ ସ୍ବ।ସ୍ଥ୍ୟ ବିଭ।ଗ ପକ୍ଷରୁ କୌଣସି ସୂଚନ। ଦିଆଯ।ଇ ନ।ହିଁ। ତ।ଙ୍କର ସମସ୍ତ କଣ୍ଟ।କ୍ଟ ଟ୍ରେସିଂ ହେବ। ପରେ ଫୁଡ ଡେଲିଭରି ହୋଇଥିବ। ଲୋକଙ୍କୁ ମଧ୍ଯ କ୍ବାରେଣ୍ଟାଇନରେ ରଖାଯିବ।