ରାଜନଗରରେ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ
15/06/2020 at 2:34 PM

କେନ୍ଦ୍ରପଡ଼ା୧୫/୬: ଦ୍ବିତୀୟ ରଜରେ କେନ୍ଦ୍ରପଡା ଜିଲ୍ଲା ରାଜନଗରରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ମୃତକ ହେଲେ ଭିତରଗଡ ଗ୍ରାମ ପଞ୍ଚାୟତର ଚାରିପୋଖରିଆ ଗ୍ରାମର କ୍ଷେତ୍ରବାସୀ ଦାସ । ବିଲକୁ ଯାଇଥିବା ସମୟରେ ବଜ୍ରପାତରେ ଆହତ ହୋଇ ହୋଇ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ମୃତ କରିଥିଲେ। ଏହି ଘଟଣାରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021