Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

କେନ୍ଦୁଝରରେ ଜଙ୍ଗଲି ଭାଲୁ ଆକ୍ରମଣରେ ଜଣେ ମୃତ

17/09/2018 at 5:48 PM

କେନ୍ଦୁଝର ୧୭/୯:କେନ୍ଦୁଝରରେ ଜଙ୍ଗଲି ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ହାତୀମରା ଗାଁର ୫୫ ବର୍ଷୀୟ ମଙ୍ଗୁଳୁ ମୁଣ୍ଡା । ଆଜି ସକାଳେ କେନ୍ଦୁଝର ସଦର ଅନ୍ତର୍ଗତ ହାତୀମରା ଗାଁର ମଙ୍ଗୁଳୁ ମୁଣ୍ଡା ଗାଁର ଅନ୍ୟ ୪ ଜଣଙ୍କ ସହ ମିଶି ଗାଁ ନିକଟସ୍ଥ ବାରବାଙ୍କ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିଲେ । ହେଲେ ସେଠାରେ ମଙ୍ଗୁଳୁ ଏକ ଜଙ୍ଗଲି ଭାଲୁ ହାବୁଡରେ ପଡିଯାଇଥିଲା । ଭାଲୁ ତାଙ୍କୁ ଆକ୍ରମଣ କରି ମୁଣ୍ଡ , ମୁହଁ ,ପେଟ, ଛାତି ଆଦିକୁ କାମୁଡି ଅତି ବିଭତ୍ସ ଭାବରେ ଖଣ୍ଡିଆ ଖାବରା କରି ପକାଇଥିଲା । ମଙ୍ଗୁଳୁଙ୍କ ପାଟି ଶୁଣି ଅନ୍ୟ ଲୋକମାନେ ପାଟିତୁଣ୍ଡ କରିବାରୁ ଭାଲୁଟି ତାଙ୍କୁ ଛାଡି ଜଙ୍ଗଲକୁ ପଳାଇଯାଇଥିଲା । ହେଲେ ସେତେବେଳକୁ ମଙ୍ଗୁଳୁଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

   Related Posts