Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଇକ୍‌ ଉପରେ ଚଢିଗଲା ଟ୍ରକ –ଯୁବକ ମୃତ

ବାରିପଦା ୧୪।୧୧ –  ବାରିପଦା ମୂର୍ଗାବାଡି ଗୋଲେଇ ଠାରେ ମର୍ମନ୍ତୁଦ ଦୂର୍ଘଟଣା। ଅଜଣା ଟ୍ରକ ଧକ୍କାରେ ଯୁବକ ଙ୍କ ମୃତ୍ୟୁ।

ଘଟଣା ସ୍ଥଳରେ ପିସିଆର ପହଞ୍ଚି  ଶବ ଓ ବାଇକ୍ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଯୁବକ ଙ୍କ ପରିଚୟ ମିଳି ନ ଥିବା ବେଳେ ବାଇକ୍ ର ନମ୍ବର କୁ ଭିତ୍ତି କରି ତାହା ଦେବାନନ୍ଦ ମହାକୁଡ ଙ୍କ ନାମ ରେ ପଞ୍ଜୀକୃତ ଅଛି ବୋଲି ଜଣା ପଡିଛି।

388 Views

   ସମ୍ବନ୍ଧିତ ଖବର