ବାଇକ୍‌ ଉପରେ ଚଢିଗଲା ଟ୍ରକ –ଯୁବକ ମୃତ

Published By : Prameya-News7 Bureau | November 14, 2019 IST

ବାରିପଦା ୧୪।୧୧ -  ବାରିପଦା ମୂର୍ଗାବାଡି ଗୋଲେଇ ଠାରେ ମର୍ମନ୍ତୁଦ ଦୂର୍ଘଟଣା। ଅଜଣା ଟ୍ରକ ଧକ୍କାରେ ଯୁବକ ଙ୍କ ମୃତ୍ୟୁ।

ଘଟଣା ସ୍ଥଳରେ ପିସିଆର ପହଞ୍ଚି  ଶବ ଓ ବାଇକ୍ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଯୁବକ ଙ୍କ ପରିଚୟ ମିଳି ନ ଥିବା ବେଳେ ବାଇକ୍ ର ନମ୍ବର କୁ ଭିତ୍ତି କରି ତାହା ଦେବାନନ୍ଦ ମହାକୁଡ ଙ୍କ ନାମ ରେ ପଞ୍ଜୀକୃତ ଅଛି ବୋଲି ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.