ସଡକ ଦୁର୍ଘଟଣାରେ ଜଣକ ମୃତ୍ୟୁ

Published By : Prameya-News7 Bureau | June 29, 2020 IST

ସାନଖେମୁଣ୍ଡି୨୯/୬: ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ। କେ ନୂଆଁଗାଁ ଥାନା ଅନ୍ତର୍ଗତ ଦିଗପହଣ୍ଡି ଚିକିଟି ମୁଖ୍ୟରାସ୍ତା ନୂଆଁଗାଁ ଛକରେ ଅଜଣା ଗାଡି ଧକ୍କାରେ ଦିଗପହଣ୍ଡିର ବ୍ୟବସାୟୀ ବିଷ୍ଣୁ ପାତ୍ର ନାମକ ଜଣେ ୩୫ ବର୍ଷ ବୟସ୍କ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପୋଲିସ୍‌ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଏମ୍ କେଜି ହସ୍ପିଟାଲକୁ ପଠାଇଛି। ମିଳିଥିବା ସୂଚନା ଅନୁସାରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.