ଘର ଭାଙ୍ଗି ଦଳିଦେଲା ହାତୀ : ଜଣେ ମୃତ
20/01/2020 at 10:16 AM

ସୁନ୍ଦରଗଡ ୨୦/୧: ସୁନ୍ଦରଗଡ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜରେ ହାତୀ ଉତ୍ପାତ । ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ରାଜଗଙ୍ଗାପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତୁନମୁରା ପଞ୍ଚାୟତ ଅଟୋମୁଣ୍ଡା ଗାଁରେ ଏହି ଘଟଣା ଘଟିଛି ।

ମୃତକ ହେଲେ ନରଭେଟ କୁଲୁ । ରାତିରେ ଘରେ ଶୋଇଥିବା ବେଳେ ଘର ଭାଙ୍ଗି ତାଙ୍କୁ ହାତୀ ଦଳି ଦେଇଥିବା ଜଣାପଡିଛି ।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021