Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହାତୀ ଆକ୍ରମଣରେ ଜଣେ ମୃତ, ଘଟଣାସ୍ଥଳରେ ଉତ୍ତେଜନା

28/08/2019 at 8:21 AM

ଆଠମଲ୍ଲିକ ୨୮।୮: ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ରେଞ୍ଜ ନୂଆଗଡ଼ ଅଞ୍ଚଳରେ ହାତୀ ଆକ୍ରମଣ କରିଛି । ମୃତକ ହେଲେ ନୂଆଗଡର ସୁବାସିନି ନାୟକ । ସେ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । କ୍ଷତିପୂରଣ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।

   Related Posts