ହାତୀ ନେଲା ଜୀବନ : ଘର ବାହାରେ ଛିଡା ହେବା ସମୟରେ ହାତୀ ଆକ୍ରମଣରେ ଜଣେ ମୃତ

Published By : Prameya-News7 Bureau | December 14, 2019 IST

ସୁନ୍ଦରଗଡ ୧୪।୧୨: ହାତୀ ନେଲା ଜୀବନ । ସୁନ୍ଦରଗଡ ଜିଲ୍ଲା  ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କିଞ୍ଜିରକେଲା କେନ୍ଦୁଡିହି ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପରୀକ୍ଷିତ ବୋଲି ଜଣାପଡିଛି ।

{"id":197518,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ଘର ବାହାରେ ଛିଡା ହୋଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ  ପରୀକ୍ଷିତଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ମୃତଦେହକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.