Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ରାଇରଙ୍ଗପୁରରେ ମଦ୍ୟପର ଠେଙ୍ଗା ମାଡ଼ରେ ଜଣେ ମୃତ

19/11/2018 at 11:43 AM

ମୟୁରଭଞ୍ଜ ୧୯/୧୧: ମଦ୍ୟପର ଠେଙ୍ଗା ମାଡରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବାଦାମ ପାହାଡ଼ ଥାନା ଅଙ୍ଗାର ପଦା ଗ୍ରାମର ଶିବ ହେମ୍ବ୍ରମ।ଘଟଣାଟି ଗତକାଲି ରାତିର। ସେହି ଗ୍ରାମର ଘାସିରାମ ପୂର୍ତ୍ତି ନାମକ ବ୍ୟକ୍ତି ପ୍ରଚୁର ମଦ ପିଇ ଗାଁରେ ଉତ୍ପାତ କରୁଥିବା ଦେଖି ତାକୁ ଏପରି ନ କରିବାକୁ ବାରଣ କରିଥିଲେ ଶିବ।କିନ୍ତୁ ଘାସିରାମ ହଠାତ ଗୋଟେ ବାଉଁଶ ଠେଙ୍ଗାରେ ମୁଣ୍ଡରେ ବାରମ୍ବାର ମାଡ କରିବାରୁ ଶିବର ମୃତ୍ୟୁ ହୋଇଥିଲା।ବାଦାମ ପାହାଡ଼ ପୁଲିସ ଅଭିଯୁକ୍ତ ଘାସିରାମ ପୂର୍ତ୍ତିକୁ ଗିରଫ କରି ତଦନ୍ତ କରୁଛି।

 

   Related Posts