ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | June 16, 2019 IST

କଳାହାଣ୍ଡି ୧୬|୬: ଘରୋଇ ବସ୍ ଚାପାରେ ଜଣଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ ଭଦ୍ରାଗୁଡା ନିକଟରେ ଦୁର୍ଘଟଣା ଘଟିଛି । ଟ୍ରକକୁ ଓଭର ଟେକ କରିବାକୁ ଯାଇ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ମୃତକ ହେଲେ ହେମରାଜ ପୁଝାରୀ । କ୍ଷତିପୂରଣ ଦାବିରେ ମୃତଦେହ ରଖି ଉତ୍ତ୍ୟକ୍ତଲୋକ ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ଫଳରେ ଜୁନାଗଡ-କଲମପୁର ରାସ୍ତା ଯାତାୟତ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.