Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍
  • ||
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ପୋଲ ଉପରୁ ଖସିଲା ବାଇକ୍ ; ଯୁବକ ମୃତ

27/02/2019 at 8:09 AM

ଭଣ୍ଡାରିପୋଖରୀ ୨୭|୨: ବାଇକ୍ ସହ ପୋଲ ଉପରୁ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା ନେଉଳିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ବାଇକର ନମ୍ବରରୁ ଯୁବକ ଜଣକ କେନ୍ଦ୍ରାପଡା ଅଂଚଳର ହୋଇଥିବା ସନ୍ଦେହ କରାଯାଉଛି । ଭଦ୍ରକରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତା କାମ ହେଉଥିବା ବେଳେ ରାସ୍ତାରେ ସୁରକ୍ଷା ପ୍ରାଚୀର ନଥିବାରୁ ଯୁବକ ଜଣକ ବାଇକ ସହ ପୋଲ ତଳକୁ ଖସିପଡିଥିବା ସନ୍ଦେହ କରାଯାଉଛି । ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି  ।

   Related Posts