ବାଇକ୍‌କୁ ଧକ୍କା ଦେଲା ସ୍କର୍ପିଓ, ଜଣେ ମୃତ

Published By : Prameya-News7 Bureau | July 05, 2019 IST

ସୁନ୍ଦରଗଡ ୫|୭: ସୁନ୍ଦରଗଡ ହେମଗିରିରେ ଦୁର୍ଘଟଣା । ବିଳମ୍ବିତ ରାତିରେ ବାଇକ ଆରୋହୀକୁ ଧକ୍କା ଦେଲା ସ୍କର୍ପିଓ । ମୃତକ ହେଲେ ୨୦ ବର୍ଷୀୟ ଲିପୁନ ନାଏକ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଗାଡି ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ପୋଲିସ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ମୃତଦେହକୁ ଜବତ କରିବା ସହ ଗାଡି ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.