ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
28/06/2019 at 8:35 AM

କଳାହାଣ୍ଡି ୨୮|୬: ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କାନ୍ତେଶୀର ଠାରେ ଦୁର୍ଘଟଣା ହୋଇଛି । ମୃତକ ହେଲେ ନିଳାମ୍ବର ବିଶି ।

କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୨୬ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ । ରାସ୍ତା ଅବରୋଧ ଫଳରେ ବଲାଙ୍ଗୀର-ଭବାନୀପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
Related Posts
ମାମୁଘରୁ ଫେରୁଥିବା ବେଳେ ଟ୍ରାକ୍ଟରରୁ ପଡ଼ି ନାବାଳକ ମୃତ
7 March 2021