ଟ୍ରକ୍ ସହ ଏନଏଚଏଆଇ ପାଟ୍ରୋଲିଂ ଗାଡି ଧକ୍କା ; ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | December 18, 2018 IST

ଚୌଦ୍ବାର ୧୮|୧୨: କଟକ ଚୌଦ୍ବାର ଜାତୀୟରାଜପଥ ୧୬ ମଙ୍ଗୁଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏନଏଚଏଆଇ ପାଟ୍ରୋଲିଂ ଗାଡି ଓଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣଗୁରୁତର ହୋଇଛନ୍ତି । ମୃତକ ହେଲେ ଯାଜପୁର ଜାରକାର ରଞ୍ଜିତ କୁମାର ସ୍ବାଇଁ । ୨ ଗୁରୁତରଙ୍କୁ କଟକବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କଲା ଚୌଦ୍ବାର ପୋଲିସ  । ଟ୍ରକଟି ରାଜସ୍ଥାନର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.