Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଓଭର ଲୋଡିଂ ହେଲା କାଳ : ଟ୍ରେକରରୁ ଖସି ନାବାଳିକାଙ୍କ ମୃତ୍ୟୁ, ବାପା ଓ ମା’ ଗୁରୁତର

18/09/2019 at 12:29 PM

ସୋର ୧୮।୯: ଓଭର ଲୋଡିଂ ହେଲା କାଳ । ଟ୍ରେକରରୁ ଖସି ପଡି ୭ ବର୍ଷର ନାବାଳିକାଙ୍କର ମୃତ୍ୟୁ ହୋଇଛି । ବାପା ଏବଂ ମା’ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଟ୍ରେକରଟି ସାଗୁଡରୁ ସୋର ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ମୃତ ନାବାଳିକା ହେଉଛନ୍ତି ସୁଭଦ୍ର ବେହେରା । ଗୁରୁତର ହେଉଛନ୍ତି ବାପା ପୁରୁଷୋତ୍ତମ ବେହେରା ଓ ମା’ ପାର୍ବତୀ ବେହାରା । ଉଭୟଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେଭର୍ତ୍ତି କରାଯାଇଥିଲା । ତେବେ ପୁରୁଷୋତ୍ତମଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

   Related Posts