ସାଇକେଲ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | August 09, 2019 IST

ବାଲେଶ୍ବର ୯|୮: ବାଲେଶ୍ବର ସାଇକେଲ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ୫ ନମ୍ବର ଜାତୀୟ ରାଜପଥରେ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି ।

{"id":142421}

ମୃତକ ରେମୁଣା ବ୍ଲକ ଗଣ୍ଡରଦା ଗାଁର ସୁରେନ୍ଦ୍ର ଦାସ । ଗୁରୁତର ନିରଞ୍ଜନ ଗିରିଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଭୋର ୪ଟାରୁ ସାଇକେଲରେ ପରିବା ନେଇ ବାଲେଶ୍ବର ନୂଆବଜାରକୁ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.