ଆନନ୍ଦପୁରରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 24, 2018 IST

କେନ୍ଦୁଝର ୨୪|୯: ଟାୟାର ଫାଟି ଯିବାରୁ ବୋଲେରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥର ରାମଚନ୍ଦ୍ରପୁର ଥାନା ନିକଟରେ ଘଟିଛି ଦୁର୍ଘଟଣା । ଘଟଣାରେ ଡ୍ରାଇଭର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଲେରୋ ଗାଡିରେ ଚୋରା କାଠ ଯାଉଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.