ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ ; ଜଣେ ମୃତ ୪ ଜଣ ଗୁରୁତର

Published By : Prameya-News7 Bureau | June 21, 2019 IST

କଳାହାଣ୍ଡି ୨୧|୬: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ । ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖଲିଆକାନୀଠାରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ଗୋଲାମୁଣ୍ଡାର ଭାଗ୍ୟ ପଟେଲ । ଗୁରୁତରଙ୍କୁ ଧର୍ମଗଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.