ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡି ; ଜଣେ ମୃତ ୫ ଗୁରୁତର
14/03/2019 at 10:24 AM

ବୌଦ୍ଧ ୧୪|୩ : ବୌଦ୍ଧରେ ଡିଜେ ଗାଡି ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ହୋଇଛନ୍ତି । ହରଭଙ୍ଗା ବ୍ଲକ୍ ଚାରିଛକ-କୁଶଙ୍ଗ ରାସ୍ତାରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଉପରକଟା ଗାଁର ସୁନୀଲ ମଲ୍ଲିକ । ୫ ଜଣ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
Related Posts
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021