ଟ୍ରାକ୍ଟର ଓ ଟ୍ରଲି ମଧ୍ୟରେ ଧକ୍କା : ଜଣେ ମୃତ, ୯ ଆହତ

Published By : Prameya-News7 Bureau | September 17, 2019 IST

ବ୍ରହ୍ମପୁର ୧୭।୯: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଗୌଡମଠ ଗାଁ କୁରୁବନ୍ଧ ନିକଟକରେ ଟ୍ରାକ୍ଟର-ଟ୍ରଲି ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି  । ମୃତକ ହେଲେ ଦିୱାନୀ ଶୋଭାସୁନ୍ଦର । ଘଟଣା ସ୍ଥଳରେ ବଡଗଡ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

{"id":158771}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.