ଆଠମଲ୍ଲିକ-ବୌଦ୍ଧ ରାସ୍ତାରେ ସ୍କର୍ପିଓ ଧକ୍କାରେ ବାଇକ୍ ଆରେ।ହୀ ମୃତ
2/09/2018 at 11:16 AM

ଅନୁଗୁଳ ୨|୯: ଆଠମଲ୍ଲିକ-ବୌଦ୍ଧ ରାସ୍ତାରେ ଦୁର୍ଘଟଣା । ସ୍କର୍ପିଓ ଧକ୍କାରେ ବାଇକ୍ ଆରେ।ହୀ ମୃତ । ମୃତକ ମାଧପୁର ପଞ୍ଚୟତ ସାରଧପୁର ଗାଁର ଭିକାରୀ ଚରଣ ମିଶ୍ର । ବାଇକରେ ବୌଦ୍ଧ ଯାଉଥିବାବେଳେ ସ୍କର୍ପିଓ ଧକ୍କା ଦେଇଥିଲା । ଫଳରେ ବିଲରେ ପଡିଯାଇଥିଲେ ଭିକାରୀ । ସ୍ଥାନୀୟଲେ।କେ ଭିକାରୀଙ୍କୁ ଉଦ୍ଧ।ର କରି ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘେ।ଷଣା କରିଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।