ସହୀଦଙ୍କ ପରିବାରକୁ ଦିନକର ଦରମା ସହାୟତା ଦେବେ IPS ସଂଘ

Published By : Prameya-News7 Bureau | February 16, 2019 IST

ଭୁବନେଶ୍ଵର ୧୬/୨- ପୁଲଓ୍ଵାମାରେ ଆତଙ୍କୀ ଆକ୍ରମଣରେ ସହୀଦ ହୋଇଥିବା ପରିବାରକୁ ସହାୟତାର ହାତ ବଢ଼ାଇଲା ରାଜ୍ୟ ଆପିଏସ ସଂଘ । ଦିନକର ଦରମା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ଆପିଏସ ସଂଘ । ପୁଲଓ୍ଵାମାରେ ଘଟିଥିବା ଆତଙ୍କୀ ଆକ୍ରମଣରେ ୪୨ଜଣ ସହୀଦ ହୋଇଥିବାବେଳେ ଓଡ଼ିଶାରେ ଦୁଇଜଣ ସହୀଦ ହୋଇଥିଲେ ।

ସହୀଦଙ୍କ ମରଶରୀର ନିଜର ଜନ୍ମ ମାଟିକୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.