ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ ସରକାର କମାଇଲେ ଉତ୍ପାଦ ଶୁକ୍ଳ ! ଏବେ ୧୦ ଟଙ୍କା ଯାଏଁ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ
  • ||

ନୀଳଗିରିରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର

16/09/2018 at 9:26 AM

ବାଲେଶ୍ବର ୧୬|୯: ବାଲେଶ୍ବର ଜିଲ୍ଲା ନୀଳଗିରି ଜାମୁଜିହା ପଂଚାୟତ ରିଙ୍ଗପୁର ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି । ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଜୟରାମ ସିଂହ । ଆଜି ସକାଳୁ ଜୟରାମ ଘର ପାକ ଧାନ କ୍ଷେତକୁ ଯାଇଥିବା ବେଳେ ଭାଲୁ ଜଙ୍ଗଲକୁ ଫେରଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲା । ଜୟରାମଙ୍କ ମୁହଁ, ମୁଣ୍ଡ, ହାତରେ ଗଭୀର କ୍ଷତ ଚିହ୍ନ ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି।

   Related Posts