ଚିତା ବାଘ ଆକ୍ରମଣରେ ଜଣେ ଗୁରୁତର, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ

Published By : Prameya-News7 Bureau | September 28, 2019 IST

ଆଠମଲ୍ଲିକ ୨୮।୯: ଅନୁଗୋଳ ଜିଲ୍ଲା ଦୁର୍ଗାପୁର ଜଙ୍ଗଲ କୁରୁଟାପ ନିକଟରେ ଚିତା ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଅନ୍ତୁଳିୟା ଗ୍ରାମର ଚିତ୍ତରଞ୍ଜନ ଦଳବେହେରା ।

{"id":163639}

ସୂଚନାଯୋଗ୍ୟ ଯେ, ଚିତ୍ତରଞ୍ଜନ ଆଜି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ସମୟରେ ଚିତାବାଘ ଆକ୍ରମଣ କରିଛି । ଗୁରୁତର ଅବସ୍ଥାରେ ଚିତ୍ତରଞ୍ଜନଙ୍କୁ ଅନୁଗୋଳ ମେଡିକାଲକୁ ପଠାଯାଇଛି । ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.