ମନରେଗା କାମକୁ ନେଇ ବୋମାମାଡ ! ଜଣେ ଯୁବକ ଗୁରୁତର

Published By : Prameya-News7 Bureau | October 29, 2021 IST

ସାନଖେମୁଣ୍ଡି ୨୯।୧୦:  ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ତଥା ଧରାକୋଟ ବ୍ଲକର ପଣିବନ୍ଧ ଗାଁରେ ବୋମାମାଡ । ବୋମାମାଡରେ ସେହି ଗାଁର ଟୁକୁନା ସ୍ଵାଇଁ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କୁ ଆସିକା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

{"id":535093,"width":754,"height":415,"sizeSlug":"full","linkDestination":"none"}

ତେବେ ବୋମାମାଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ଏନଆରଜିଏସ କାମକୁ ନେଇ ବୋମାମାଡ ହୋଇଥିବା କୁହାଯାଉଛି । ଗାଗଂପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.