Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମୋ ସରକାର ଛାଟ : ନିଳମ୍ବିତ ହେଲେ ବିଡିଓ ଓ ୨ ସରପଞ୍ଚ

2/12/2019 at 2:34 PM

ଭୁବନେଶ୍ବର ୦୨।୧୨:  ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ ମୋ ସରକାର ଲାଗୁ ହେବାର ପ୍ରଥମ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ଦୁର୍ନୀତି ଅଭିଯୋଗ ରେ ନିଲମ୍ବିତ ହେଲେ ବୌଦ୍ଧ ହାରଭଙ୍ଗା ବ୍ଲକର ବିଡ଼ିଓ ରବୀନ୍ଦ୍ର ଶତପଥୀ । ଆର୍ଥିକ ଅନିୟମିତତା ନେଇ  ଦୁଇଜଣ ସରପଞ୍ଚ ନିଳମ୍ବିତ ହୋଇଛନ୍ତି । ସୋର ବ୍ଳ କ କେଦାରପୁର ପଂଚୟତର ଅଭିମନ୍ୟୁ ଜେନା। ଦିଗପହଣ୍ଡି ବ୍ଳ କର ଆଂକରୋଡା ପଂଚାୟତ ସରପଞ୍ଚ ଉଷାନ୍ତ ସାହୁଙ୍କୁ ନିଳମ୍ବିତ କରାଯାଇଛି ।

   Related Posts