୧୦୫ ଗ୍ରାମ୍ ବ୍ରାଉନସୁଗାର ଜବତ : ଜଣେ ଗିରଫ, ବନ୍ଧୁକ ଓ ନଗଦ ଟଙ୍କା ଜବତ

Published By : Prameya-News7 Bureau | May 27, 2020 IST

ଖୋର୍ଦ୍ଧା ୨୭।୫: ପୁଣି ଖୋର୍ଦ୍ଧାରେ ସକ୍ରିୟ ହୋଇଛନ୍ତି ବ୍ରାଉନସୁଗାର ବେପାରୀ । କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଖୋର୍ଦ୍ଧା ବାଇପାସ୍ ନିକଟରେ ଚଢାଉ କରି ୧୦୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି । ଗୋଟିଏ ବନ୍ଧୁକ ଏବଂ ନଗଦ ୧୨ ହଜାର ଟଙ୍କା ଜବତ ମଧ୍ୟ ଜବତ ହୋଇଛି ।

{"id":276729,"sizeSlug":"large"}

ଗିରଫ ଯୁବକ ଜଣଙ୍କ ଜଟଣୀ ମୁଣ୍ଡିଆସାହି ଅଞ୍ଚଳର ଏସ.କେ. ଫରିଦ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.