Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଛ ମୁହଁରେ ଧଳାଜହର, ଜଣେ ଗିରଫ

8/05/2020 at 11:57 AM

ଜଳେଶ୍ବର ୮।୫: ଜଳେଶ୍ବରରୁ ପୁଣି ବ୍ରାଉନସୁଗାର କାରବାରର ପର୍ଦ୍ଦାଫାଶ । ୩ ପୁଡିଆ ଜବତ ସହ ଜଣଙ୍କୁ ଗିରଫ କରିଛି ଜଳେଶ୍ବର ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩ ଲକ୍ଷ ହେବ ବୋଲି ଜଣାପଡିଛି । ଜଳେଶ୍ବରରୁ ମାଛ ମୁହଁରେ ବ୍ରାଉନସୁଗାର ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ଲକ୍ଷଣନାଥ ସୀମାନ୍ତରେ ଯୁବଙ୍କୁ ଧରିଛନ୍ତି ଜଳେଶ୍ବର ଏସଡିପିଓ । ଯୁବକ ଜଣଙ୍କ ଘର ପଶ୍ଚିମବଙ୍ଗର ଦାନ୍ତନ ଅଞ୍ଚଳର ବୋଲି ଜଣାପଡିଛି।

   Related Posts