Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମାର୍ଶାଘାଇରେ ଏସିଡ ମାଡ ଘଟଣାରେ ଦୁଇଜଣଙ୍କୁ ଗିରଫ

17/11/2018 at 6:14 PM

କେନ୍ଦ୍ରାପଡା ୧୭/୧୧: କେନ୍ଦ୍ରାପଡା ଜିଲ୍ଲା  ମାର୍ଶାଘାଈ ଥାନା ଅନ୍ତର୍ଗତ ପାଟଳିପଂକ ଗ୍ରାମରେ ଘଟିଥିବା ହିମାଂଶୁ ଶେଖର ବାରିକ  ଏସିଡଫିଙ୍ଗା ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ମାର୍ଶାଘାଈ ପୋଲିସ । ଏହି କେସରେ  ପୂର୍ବରୁ ଭବାନି ଶଙ୍କର ଓଝା ନାମକ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା ।  ଫେରାର ଥିବା ସତ୍ୟନାରାୟଣ ସେଠିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ମୁତାବକ ହିମାଂଶୁ ଅଭିଯୁକ୍ତ ବାବୁର ଏକ ଅନ୍ତରଙ୍ଗ ଭିଡିଓ ଉଠାଇ ଥିବା ବେଳେ ଏହି ଭିଡିଓ ନିଜ ପାଖରେ ରଖି ଥିଲା ବୋଲି ପୋଲିସ ସୂଚନା ଦେଇଛି । ଏହି ଭିଡିଓ ଫଳରେ ଅଭିଯୁକ୍ତ ବାବୁ ହିମାଂଶୁ ଘରେ ଶୋଇଥିବା ସମୟରେ ଏସିଡ ଫିଙ୍ଗିଥିଲା । ହିମାଂଶୁର ଶରୀର ନବେ ଭାଗ ପୋଡିହୋଇ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

   Related Posts