ପୁଣି ଜବତ ହେଲା ଧଳା ଜହର, ଜଣେ ଗିରଫ

Published By : Prameya-News7 Bureau | December 25, 2019 IST

ଭୁବନେଶ୍ବର ୨୫।୧୨: ଜଟଣୀ ଅଞ୍ଚଳରୁ ପୁଣି ଜବତ ହେଲା ଧଳା ଜହର । ୪୦ ଗ୍ରାମ୍ ବ୍ରାଉନସୁଗାର ସହ ନଗଦ ୧ ଲକ୍ଷ ୧୦ ହଜାର ଜବତ କରିଛି ପୋଲିସ । ଏହାସହ ଗୋଟିଏ କାର୍ ଜବତ କରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ରମ୍ଭାର ବଳରାମ ସାହୁ ।

{"id":202479,"sizeSlug":"large"}

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା । ବାଲେଶ୍ବରରୁ ବ୍ରାଉନସୁଗାର ଆଣି ବିଭିନ୍ନ ସ୍ଥାନରେ ଯୋଗାଉ ଥିଲା ବଳରାମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.