Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆନ୍ତଃରାଜ୍ୟ ବଜ୍ରକାପ୍ତା ବେପାରୀକୁ ଗିରଫ କଲା କ୍ରାଇମବ୍ରାଞ୍ଚ

4/01/2019 at 3:51 PM

ଭୁବନେଶ୍ବର ୪|୧: ପୁଣି ଧରା ହେଲା ଆଉ ଜଣେ ବଜ୍ରକାପ୍ତା ବେପାରୀ । ଆନ୍ତଃରାଜ୍ୟ ବଜ୍ରକାପ୍ତା ବେପାରୀ ମହମ୍ମଦ ଜମସେଦକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଜମସେଦକୁ ବ୍ରହ୍ମପୁରରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଜମସେଦ ନାଁରେ ଏକାଧିକ ବନ୍ୟଜନ୍ତୁ ଚୋରା ମାମଲା ରହିଛି । ଦକ୍ଷିଣ ଓଡିଶାର ଜଙ୍ଗଲରୁ ବଜ୍ରକାପ୍ତା ନେଇ ରାଜ୍ୟ ବାହାରେ ଚାଲାଣ କରୁଥିଲେ । ଏଭଳି ବାରମ୍ବାର ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଅନେକ ବେପାରୀ ଗିରଫ ହେଉଛନ୍ତି । ଏ ପରିପ୍ରେକ୍ଷୀରେ ରାଜ୍ୟ ବାହାର ଲିଙ୍କର ଖୋଳତାଡ ବେଳେ ପଦାକୁ ଆସିଲା ଜମସେଦଙ୍କ ନାଁ । ଫଳରେ ଜମସେଦକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

   Related Posts