ଖୋର୍ଦ୍ଧାରୁ ୭୦ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya-News7 Bureau | June 25, 2019 IST

ଖୋର୍ଦ୍ଧା ୨୫|୬: ଖୋର୍ଦ୍ଧା ଗୁରୁଜଙ୍ଗ ଦେୱାନ ସାହିରେ ଅବକାରୀ ବିଭାଗର ଚଢାଉ । ୧୭ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ମଠସାହିର ଛବୀନ୍ଦ୍ର ପ୍ରଧାନ ।

{"id":126905}

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.