Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ରାଜଧାନୀରୁ ଧଳା ଜହର ଜବତ, ଜଣେ ଯୁବକ ଗିରଫ

ଭୁବନେଶ୍ବର ୧୭।୪: ପୁଣି ରାଜଧାନୀରୁ ଜବତ ହେଲା ଧଳା ଜହର । ଭୁବନେଶ୍ବର ସ୍ଥିତ ହଳଦୀପଡିଆ ବସ୍ତିରୁ ୨୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଚଢାଉ କରି ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ଘଟଣାରେ ଦିଲୀପ କୁମାର ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ।

181 Views

   ସମ୍ବନ୍ଧିତ ଖବର