ପୁଣି ରାଜଧାନୀରୁ ଧଳା ଜହର ଜବତ, ଜଣେ ଯୁବକ ଗିରଫ

Published By : Prameya-News7 Bureau | April 17, 2019 IST

ଭୁବନେଶ୍ବର ୧୭।୪: ପୁଣି ରାଜଧାନୀରୁ ଜବତ ହେଲା ଧଳା ଜହର । ଭୁବନେଶ୍ବର ସ୍ଥିତ ହଳଦୀପଡିଆ ବସ୍ତିରୁ ୨୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଚଢାଉ କରି ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ଘଟଣାରେ ଦିଲୀପ କୁମାର ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.