ବଜ୍ରକାପ୍ତା କାତି ଚୋରାଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ, ଅଧା କେଜି କାତି ଜବତ

Published By : Prameya-News7 Bureau | October 05, 2021 IST

ଭୁବନେଶ୍ବର ୫।୧୦: ବଜ୍ରକାପ୍ତା କାତି ଚୋରାଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ । ଭୁବନେଶ୍ବର ଆଇଜି ପାର୍କ ନିକଟରୁ ଅଭିଯୁକ୍ତ ଧରାପଡିଛନ୍ତି । ତାଙ୍କ ନିକଟରୁ ପ୍ରାୟ ଅଧା କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି ।

ଭୁବନେଶ୍ବର ଆଇଜି ପାର୍କ ନିକଟରେ ଡିଲ୍ ଚାଲିଥିବା ନେଇ କୌଣସି ସୂତ୍ରରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଖବର ପାଇ ଚଢାଉ କରିଥିଲା । ଚଢାଉ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଅଭିଯୁକ୍ତକୁ ମାଡିବସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.