Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଆଜି ଦେବୋତ୍ଥାନ ଏକାଦଶୀ,ଉଜ୍ଜ୍ବଳ ହେବ ଏହି ୭ ରାଶିର ଭାଗ୍ୟ

8/11/2019 at 3:10 PM

ଦେବୋତ୍ଥାନ ଏକାଦଶୀ ଉପଲକ୍ଷେ କିଛି ରାଶିର ଲୋକଙ୍କ ଖରାପ ସମୟ ଶେଷ ହେବ। ଏହି ରାଶିର ଲୋକଙ୍କ ଜୀବନର ସବୁ ସମସ୍ୟା ଦୂର ହେବ। ଏହି ଏକାଦଶୀ ପରଠାରୁ ଲୋକଙ୍କ ଜୀବନ ସୁଖମୟ ହେବ। ଘର ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି ହେବ। ଛୋଟ ଛୋଟ କଥାରେ ଧ୍ୟାନ ଦେଲେ କାର୍ଯ୍ୟରେ ସଫଳତା ହାସଲ ହେବ। କାର୍ଯ୍ୟସ୍ଥାନରେ ଅଧିକାରୀମାନଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ବାପା ମାଆଙ୍କ କଥା ସତ ପ୍ରମାଣ ହେବ। ଜୀବନରେ ଶୁଭ ସମୟ ଆସିବ।

ଏହି ରାଶିର ଛୋଟ ପିଲାମାନେ ପାଠ ପଢାରେ ଆଗ୍ରହ ରଖିବେ ନାହିଁ।କଠିନ ପରିଶ୍ରମ କଲେ ଫଳ ମିଳିବ। ବ୍ୟବସାୟରେ ବିରୋଧ କରୁଥିବା ଲୋକଙ୍କଠାରୁ ଦୂରେଇ ରହିବା ଜରୁରୀ। ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ। ଏମାନଙ୍କ ଜୀବନରେ ଭଲ ଦିନ ଆସିବ ତଥା ଦୈନିକ ଜୀବନ ସୁଖମୟ ହେବ। ଧନ ସମ୍ପତ୍ତି ଲାଭ ହେବ।ଏହି ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ।ବ୍ୟବସାୟ କ୍ଷେତ୍ରରେ ଅନେକ ନୂଆ ଲୋକଙ୍କ ସହ ଭେଟ ହେବ।   

ଏହି ୭ଟି ରାଶି ହେଉଛି- ତୁଳା, ବିଚ୍ଛା, କନ୍ୟା, ଧନୁ, କର୍କଟ, ମେଷ ଓ କୁମ୍ଭ। ଏକାଦଶୀ ଯୋଗୁଁ ଏହି ରାଶିର ଲୋକଙ୍କ ଜୀବନରେ ଅନେକ ସୁଧାର ଆସିବ। ମାଆ ଲକ୍ଷ୍ମୀଙ୍କ ପୂଜା କଲେ ଜୀବନ ସୁଖମୟ ରହିବ ଓ ଶୁଭ ଖବର ମିଳିବ।

   Related Posts