ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ଛତିଶଗଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର ; ରାୟପୁରରେ ରୋଡ୍ ସୋ’ କରିବେ ଅମିତ ଶାହା ସେପଟେ କାଙ୍କେରରେ ରାହୁଲଙ୍କ ରାଲି

10/11/2018 at 11:41 AM

ନୂଆଦିଲ୍ଲୀ ୧୦|୧୧: ସୋମବାର ଛତିଶଗଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୮ଟି ନକ୍ସଲ ପ୍ରଭାବିତ ଜିଲ୍ଲାର ୧୮ଟି ଆସନ ପାଇଁ ମତଦାନ ହେବ । ଏଥି ପାଇଁ ଆଜି ସଂଧ୍ୟାରେ ପ୍ରଚାର ସରିବ । ଶେଷ ଦିନରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ଆଜି ଘୋଷଣା ପତ୍ର ରିଲିଜ କରିବା ସହ ରାୟପୁର ଏବଂ ରାଜନନ୍ଦଗାଓଁରେ ରୋଡ୍ ସୋ’ କରିବେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାହାଙ୍କ ସହ ପ୍ରଚାର କରିବେ । ସେପଟେ କାଙ୍କେର ଏବଂ କୋଣ୍ଡାଗାଁରେ ନିର୍ବାଚନୀ ରାଲି କରିବେ ରାହୁଲ ଗାନ୍ଧି । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧି ଉଭୟ ନିର୍ବାଚନ ପ୍ରଚାର କରି ପରସ୍ପରକୁ ଟାର୍ଗେଟ୍ କରିଥିଲେ । ଗତାକାଲି ରାହୁଲ ଗାନ୍ଧି ଛତିଶଗଡ ପାଇଁ ଘୋଷଣାପତ୍ର ଜାରି କରିଛନ୍ତି ।

   Related Posts