Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ

11/07/2021 at 9:17 PM

ଭୁବନେଶ୍ୱର, ୧୧/୦୭: ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ । ଯେଉଁ ଚାଷୀ ମାନେ ଖରିଫ ଋତୁରେ ଧାନ ବିକ୍ରି କରିବାକୁ ଇଛୁକ ଅଛନ୍ତି ସେମାନେ ସାନି ପଞ୍ଜିକରଣ କରିବେ । ପଞ୍ଜିକରଣ ନବୀକରଣ ହେବ ନାହିଁ । ଅଗଷ୍ଟ୧୬ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କାର୍ଯ୍ୟ ଜରି ରହିବ ବୋଲି ଜଣାପଡ଼ିଛି । 

ଚଳିତ ବର୍ଷ ପ୍ରତ୍ୟେକ ସୋସାଇଟରେ ହେଲପ ଡେସ୍କ ବ୍ୟବସ୍ଥା କରାଯାଇଛି। । ଏହି ହେଲ୍ପ ଡେସ୍କ ଜରିଆରେ ଚାଷୀମାନେ କିଛି ଆପତ୍ତି ଅଭିଯୋଗ କଲେ ତୁରନ୍ତ ଶୁଣାଣି କରାଯାଇ ସମାଧାନ କରାଯିବ । ଏ ନେଇ ମନ୍ତ୍ରୀ ଟୁଇଟ କରିଛନ୍ତି । ଏପଟେ ବିରୋଧୀ କହିଛନ୍ତି, ହେଲପଡେସ୍କ କରି ସରକାର ଭେଳିକି କରୁଛନ୍ତି । ବାସ୍ତବରେ ସେଣ୍ଟ୍ରଲାଇଜ ଟୋକନ ଜାରି କରାଯାଉଛି । ଟୋକାନ କେତେବେଳ ଜାରି କରୁଛନ୍ତି ତ ଆଉ କେତେବେଳେ ସରିଯାଉଛି ଚାଷୀ ଜାଣି ପାରୁନାହାନ୍ତି । ଜିଲ୍ଲା ସ୍ତରରେ ଧାନ ସଂରକ୍ଷଣର ବ୍ୟବସ୍ଥା ନାହିଁ। । ତେଣୁ ରାଜ୍ୟସରକାର ଧାନ କିଣା ନୀତି ତୁରନ୍ତ ପରିବର୍ତ୍ତନ କରନ୍ତୁ । ନୂଆ ପଲିସି ଅଣିବାକୁ ଦାବି ହେଉଛି ।

   Related Posts