Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଇଭିଏମ୍‌ ହଟାଅ ଅଭିଯାନରେ ୪ହଜାର ୫୦୦ କିଲୋମିଟର ପଦଯାତ୍ରା କରିଛନ୍ତି ଓଁକାର ଧିଲନ୍‌

13/01/2020 at 5:52 PM

ବ୍ରହ୍ମପୁର ୧୩।୦୧ – ଇଭିଏମ୍‌ ହଟାଅ ଅଭିଯାନରେ ବାହାରିଛନ୍ତି ଉତ୍ତରାଖଣ୍ଡର ଓଁକାର ଧିଲନ୍‌ । ପାଦରେ ଚାଲି ଚାଲି ଅତିକ୍ରମ କରିସାରିଲେଣି ଅଧାଦେଶ ।

 ଗଲା ଅଗଷ୍ଟମାସରୁ ଏହି ଅଭିଯାଗନରେ ବାହାରିଥିବା ଓଁକାର ଏବେ ସୁଦ୍ଧା ୪ହଜାର ୫୦୦ କିଲୋମିଟର ଅତିକ୍ରମ କରି ଆଜି ସକାଳୁ ବ୍ରହ୍କପୁରରେ ପହଞ୍ଚିଥିଲେ ।

ନିର୍ବାଚନରେ ସ୍ବଚ୍ଛତା ଆଣିବାକୁ ହେଲେ ଇଭିଏମ୍‌ ମେସିନ୍‌ର ବ୍ୟବହାର ବନ୍ଦ କରାଯାଇ ପୂର୍ବଭଳି ବାଲାଟ୍‌ ପେପର ବ୍ୟବସ୍ଥା ହେବା ଦରକାର ବୋଲି ଦାବି କରି ଏଭଳି ପଦଯାତ୍ରାରେ ବାହାରିଛନ୍ତି ଓଁକାର ।

 ପ୍ରତିଦିନ ୩୦ରୁ ୪୦କିଲୋମିଟର ଚାଲୁଥିବା ଓଁକାର ଆସନ୍ତା ଏପ୍ରିଲ ସୁଦ୍ଧା ଦିଲ୍ଲୀରେ ପହଞ୍ଚି ନିଜ ଯାତ୍ରା ଶେଷ କରିବାକୁ ଆଶା ରଖିଛନ୍ତି । ‘ଇଭିଏମ୍‌ ହଟାଓ, ଦେଶ ବଚାଓ’ ସ୍ଲୋଗାନ୍‌ ଦେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଓଁକାର ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, ତାମଲନାଡ଼ୁ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ବୁଲିସାରିଲେଣି ।

   Related Posts