Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ମୂଷାଙ୍କଠାରୁ ବ୍ୟାପୁଛି ଓମିକ୍ରନ, ବିଶେଷଜ୍ଞଙ୍କ ରିପୋର୍ଟ ପରେ ବଢିଲା ଚିନ୍ତା

4/12/2021 at 3:32 PM

ନୂଆଦିଲ୍ଲୀ ୦୪/୧୨: ଓମିକ୍ରନ ସଂକ୍ରମଣ ବଢିପାରେ ଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ କହୁଛି ୩୮ଟି ଦେଶରେ ମିଳିଛନ୍ତି ଓମିକ୍ରନ ସଂକ୍ରମିତ । ଏବେ ଏହାର ଉତ୍ପତ୍ତି ବା ବାହକ ନେଇ ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଇଂରାଜୀ ଓ୍ୱେବସାଇଟ STATର ଏକ ରିପୋର୍ଟ ଓମିକ୍ରନର ବାହକ ସଂପର୍କରେ ବିଶ୍ଳେଷଣ କରି ଚେତାଇଦେଇଛି ।

ବିଶେଷଜ୍ଞଙ୍କ ଯୁକ୍ତି ପରେ ମୂଷା ଦେହରୁ ବାହାରିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏହା ଏକ ଜିନ୍ ଯାହା ମୂଷାଙ୍କୁ କରିଥିଏ ସଂକ୍ରମିତ । ଆଉ ମୂଷାଙ୍କ ଠାରୁ ମଣିଷ ଦେହକୁ ଆସିଥାଏ । ମଣିଷ ଥରେ ଓମିକ୍ରନ ସଂକ୍ରମିତ ହେଲେ ଅନେକ ଭାରିଆଣ୍ଟର ହୋଇପାରନ୍ତି ଶିକାର ।

ସ୍କ୍ରିପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଇମ୍ୟୁନୋଲୋଜିଷ୍ଟଙ୍କ ସୂଚନା ପରେ ବଢିଛି ଓମିକ୍ରନ ଭୟ । ଇମ୍ୟୁନୋଲୋଜିଷ୍ଟ କ୍ରିଷ୍ଟେନ ଆଣ୍ଡରସନ ଏନେଇ ଦାବି ରଖିଛନ୍ତି । ସେ କହିଛନ୍ତି ଏକାଧିକ ବାର ରୂପ ବଦଳାଇବା ପରେ ସୃଷ୍ଟି ହୋଇଛି ଓମିକ୍ରନ ।

   Related Posts