‘ଓମେଶା’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍-୧୯ ରିଲିଫ୍ ପାଣ୍ଠିକୁ ଦାନ
11/06/2020 at 3:31 PM

ଭୁବନେଶ୍ବର ୧୧।୬: ରାଜ୍ୟରେ କରୋନା ମହାମାରୀର ମୁକାବିଲା ଲାଗି ଓଡିଶା ଖଣି ଇଞ୍ଜିନିୟର ସେବା ସଂଘ (ଓମେଶା), ଭୁବନେଶ୍ବର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍-୧୯ ରିଲିଫ ପାଣ୍ଠିକୁ ୧ ଲକ୍ଷ ୮୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ‘ଓମେଶା’ ସଦସ୍ୟମାନଙ୍କ ଦ୍ବାରା ସଂଗ୍ରହ କରାଯାଇଥିବା ଏହି ଅର୍ଥରାଶି ଭୁବନେଶ୍ବର ସ୍ଥିତ ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମୁଖ୍ୟଶାଖା ଜରିଆରେ ଚେକ୍ ଦ୍ବାରା ପ୍ରଦାନ କରାଯାଇଛି । ସଂଘର ସାଧାରଣ ସଂପାଦକ କିଶୋର ଚନ୍ଦ୍ର ମହାନ୍ତ ଏହି ସୂଚନା ଦେଇଛନ୍ତି ।

Related Posts
ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
25 January 2021
ରାସ୍ତାରେ ଟ୍ରାକ୍ଟର ବୋଝେଇ ଧାନ ରଖି ଅବରୋଧ, ଯାତାୟତ ବାଧାପ୍ରାପ୍ତ
25 January 2021
ଘନ କୁହୁଡ଼ି ହେଲା କାଳ : ଟ୍ରକ ସହ କାର୍ର ଧକ୍କା , ୪ ଗୁରୁତର
25 January 2021